FOR BETTER SOUND CLARITY
" USE HEADPHONES "
ଯୀଶୁ ହିଁ ସତ୍ୟ....
JISUHIN SATYA ....
ଗୀତର ସମ୍ପୂର୍ଣ୍ଣ ଲେଖା :-
ହୋ....ଜାଣୁ ଏ ଜଗତ ଜାଣିଛି ଭକତ ଯୀଶୁ ହିଁ ସତ୍ୟ (୨)
ହୋ .... ସବୁରି ତୁଣ୍ଡେ ସୁଭିବ ଦିନେ ଯୀଶୁଙ୍କ ସ୍ତବ (୨)
ଭଜ ହେ ଭଜ ହେ ନର ଭଜିଲେ ହୋଇବୁ ପାର (୨) =0=
ଯାହାଙ୍କ ଆଦେଶେ ହୁଏ ସୁସ୍ଥିର ବାୟୁ ସାଗର
ମୃତ ବି ଉଠଇ ଜିଇଁ ଡାକିଲେ ଶୁଣି ତାଙ୍କସ୍ଵର
ପାରନ୍ତି କରି ସେ ପାପି ଜନକୁ ପାପୁ ଉଦ୍ଧାର
ଅଟନ୍ତି ତେଣୁ ସେ ସତ୍ୟ ଇଶ୍ଵର ଏ ଜଗତର
ଧରାଧାମେ ତାଙ୍କ ବିନା ନାହିଁ ମୁକତି ଦ୍ଵାର
ମୁକ୍ତି ପାଇଁ କୃଶେ ଝରୁ ଅଛି ତାଙ୍କ ରୁଧିର .....
ତାଙ୍କ ରୁଧିର ......ତାଙ୍କ ରୁଧିର
ଭଜ ହେ ଭଜ ହେ ନର.... =୧=
ଖୋଜୁଛି ମଣିଷ ସୃଷ୍ଟି ମଧ୍ୟରେ ସେ ସ୍ରଷ୍ଟାଙ୍କର
ସୃଷ୍ଟିର କରତା ମୁକ୍ତି ଦେବାକୁ ସାଜିଲେ ନର
ମୃତ୍ୟୁକୁ ହରାଇ ଛିଣ୍ଡାଇଲେ ସେ ମୃତ୍ୟୁ ର ଡୋର
ତାଙ୍କରି ନାମରେ ଦୁଃଖ କଷଣ ହୁଅଇ ଦୂର
ଜୀବନ ମରଣ ତାଙ୍କ ଅଧୀନ ନ ଭୁଲ ନର
ଆସ ସର୍ବେ ଘେନ ତାଙ୍କ ପାଶେ ଜୀବନ ଝର ଜୀବନ ଝର ....ଜୀବନ ଝର
ଭଜହେ ଭଜହେ ନର...
ହୋ....ଜାଣୁ ଏ ଜଗତ ଜାଣିଛି ଭକତ ଯୀଶୁ ହିଁ ସତ୍ୟ (୨) =୨=
✝️✝️✝️ ଯୀଶୁ ହିଁ ସତ୍ୟ ଗୀତ ସମ୍ବନ୍ଧେ ପଦେ ✝️✝️✝️
ସେ ଦେବ ମାନଙ୍କର ଦେବ ପ୍ରଭୁ ମାନଙ୍କ ର ପ୍ରଭୁ ଯୀଶୁ ସତ୍ୟ ଇଶ୍ଵର ଙ୍କ ଗୌରବ ମହିମା ତଥା ଆପଣ ମାନଙ୍କ ଆତ୍ମିକ ଅଭିବୃଦ୍ଧି ନିମନ୍ତେ ଭେଟି ଆଣୁଛୁ ଏକ ଆତ୍ମିକ ହୃଦୟ ଭରା ସଙ୍ଗୀତ "ଯିଶୁ ହିଁ ସତ୍ୟ"
ଯେଉଁ ସୁନ୍ଦର ହୃଦୟପୂର୍ଣ ଗୀତଟି ସମ୍ମାନନୀୟ ପ୍ରଭୁଙ୍କର ମହାନ ଦାସ ଗଣ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ମହୋଦୟ , ଆଚାର୍ଯ୍ୟ ଜିତୁ ଲିମା ମହୋଦୟ, ଆଚାର୍ଯ୍ୟ ରାଜପତି ପାଣି ମହୋଦୟ ଏବଂ ଆଚାର୍ଯ୍ୟ ମାନସ୍ ରଞ୍ଜନ୍ ସାନନାୟକ୍ ମହୋଦୟଙ୍କ ବହୁମୁଲ୍ୟ ଉପସ୍ଥିତି ରେ ଭ୍ରମରପୁର ମଣ୍ଡଳୀ SUNDAY SCHOOL ସମିତି ସମ୍ମୀଳନୀର ୫୪ତମ ବାର୍ଷିକ ସଭାରେ ଉନ୍ମୋଚନ କରା ଯାଇଅଛି ।
ଏହି ଗୀତର ଗୀତିକାର ଶ୍ରୀଯୁକ୍ତ ପ୍ରସାଦ ରତ୍ନ ପାଣି , ସଙ୍ଗୀତ ପରିଚାଳନା ସ୍ମାଇଲ୍ ପାଣି , Videography - ଅମ୍ବ୍ରାମ୍ ଗାଣ୍ଟା ଏଵଂ ସହ ପ୍ରଯୋଜକ ତଥା ପ୍ରାସାଦ ଲିମା ପରିବାର ର ଉତ୍ତମ ଚିନ୍ତକ ଶ୍ରୀ ସାଧକ ପାଣି ।
ସମ୍ମାନ ସହ ହୃଦୟପୂର୍ଣ୍ଣ ଧନ୍ୟବାଦ ଜ୍ଞାପନ କରୁ ଶ୍ରୀଯୁକ୍ତ ବିରାଜ୍ ସିଂ ଏବଂ ଭ୍ରମରପୁର ମଣ୍ଡଳୀ SUNDAY SCHOOL ସମିତି ସମ୍ମୀଳନୀର ଆବାଳ ବୃଦ୍ଧ ବନିତା ଙ୍କୁ .....
ଧନ୍ୟବାଦ୍ ????
AUDIO CREDITS :-
Music Banner : PRASAD LIMA MUSIC
Singer : HUMAN SAGAR
Music : PRASAD LIMA
Lyrics : PRASAD RATNA PANI
Music Scoring by : SMILE PANI
Co Produced by - SADHAK PANI
Project manager - Sisir Lima
Thumbnails - NAKUL BARIK
Vocal Recording at : Studio MRR, (CUTTACK)
Recording / Mastering - SHAKTISWAR MAHAPATRA
VIDEO CREDITS :-
Inframe : HUMAN SAGAR
DOP / Camera / Editing:: AMBRAM GANTA
#ଯୀଶୁହିଁସତ୍ୟ
#jisuhinsatya
#humansagar
#PrasdLimaMusic
#PrasdLimaMusicNewChristianSong
#humansagarnewchristmassong
#humansagarnewsong
#gospelsongs
#DeeptiRekhaSong
#ShashankSekharSong
#RiturajDeeptirekhaSong
#NewMantuchuriaChristianSong
#MantuchuriaSambalpurisongs
#NewHumanSagarSongs
#NewHumanSagarChristianSong
#NewAmitPaniChristianSong
#NewChristmasSongs #NewYearSongs2021
#BestHindiChristianSongs
#KumarBapiSongs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#NewOdiachristianDevotionalSongs
#NewOdiachristianDevotionalalbum
#NewOdiachristianvideoalbum

Comments