ABADHYA MANISHA | ଅବାଧ୍ୟ ମଣିଷ | NEW ODIA CHRISTIAN SONG | SHASANK SEKHAR | AMIT BADANAYAK NEW SONGS

Your video will begin in 20
Skip ad (5)
ultimate hustle

Thanks! Share it with your friends!

You disliked this video. Thanks for the feedback!

Added by
6 Views
ABADHYA MANISHA || ଅବାଧ୍ୟ ମଣିଷ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK

AB Music Presents A New Kind Of Sad And Meaningful Emotional Christian Devotional Song.Which Is Sung Soulfully And Beautifully By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Meaningful And Heart Touching Song And Like Share Comment And Subscribe.

Full Lyrics

ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମୁଁ ଅଧମ ନଗଣ୍ୟ ଧୂଳି ସଦୃଶ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୦=

ମନ୍ଦତାକୁ କେତେ ମୁଁ ଯେ ଭଲ ପାଇଅଛି
ଅଧର୍ମକୁ ହୃଦେ ଧରି ବାଟ ଚାଲିଅଛି
ତୁମ ଶିକ୍ଷା ଉପଦେଶ ଅବଜ୍ଞା କରିଛି
ଜଗତର ପଛେ ଧାଇଁ ବିନଷ୍ଟ ହୋଇଛି....
ମୁଁ ଅଭାଗା ଅଲୋଡ଼ା ଶୁଖିଲା ଘାସ...୨ଥର...
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୧=

ମନ ମୋର ନିତି ହୁଏ ଅଥୟ ଅସ୍ଥିର
ଅବିରତ ମନ୍ଦ ମାତ୍ର ଭାବନା ମୋହର
ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର
ଦୁଷ୍ଟତାରେ ପରିପୂର୍ଣ୍ଣ ଭିତର ଅନ୍ତର....
ମୁଁ ନିର୍ବୋଧ ଅବୋଧ ଉଡନ୍ତା ତୁଷ...୨ଥର...
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୨=

PRAISE THE LORD.....AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଭକ୍ତି ପୂର୍ଣ୍ଣ ନମସ୍କାର ।

ନିଜ ଜୀବନକାଳରେ କରିଥିବା ଅଗଣିତ ଭୁଲ୍ ଅପରାଧ ଦୋଷକୁ ସ୍ବୀକାର କରି ଯୀଶୁଙ୍କ ଠାରେ ଅନୁତାପ କଲା ଭଳି ଏକ ହୃଦୟ ସ୍ପର୍ଶୀ ଏବଂ ଭାବ ବିହ୍ୱଳ ଭରା ନୂତନ ସମର୍ପିତ ଗୀତ ଉପହାର ସ୍ୱରୂପ ଭେଟି ଦେଇଛୁ। ଶୁଣନ୍ତୁ ଏବଂ ନିଜ ନିଜକୁ ଯୀଶୁଙ୍କ ଠାରେ ସମର୍ପିତ ହୁଅନ୍ତୁ।

ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଜଣେ ଅବାଧ୍ୟ ମଣିଷର ମନ ଫେରଣ ନିମନ୍ତେ ଗୀତକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ କରିବାକୁ ଚେଷ୍ଟା କରା ଯାଇଛି।

ଏଣୁ ଆସୁ ଉକ୍ତ ଗୀତ ଶୁଣି ଏ ଅନ୍ତିମ ସମୟରେ ଘଡ଼ି ସନ୍ଧି ମୁହୂର୍ତ୍ତରେ ବଞ୍ଚି ଥାଉ ଥାଉ ଜୀବନରେ କରିଥିବା ଅଗଣିତ ପାପ ଦୋଷକୁ ସ୍ୱୀକାର କରି ଯୀଶୁଙ୍କ ନିକଟରେ ନିଜ ନିଜକୁ ସମର୍ପିତ କରି ଅନୁତାପ କରିବା ତେବେ ନିଶ୍ଚିତ ରୂପେ ପ୍ରଭୁ ଯୀଶୁ ଆମର ସକଳ ଅପରାଧ ଧୌତ କରିବେ।

SONG CREDITS :

* Song : Abadhya Manisha (Studio Version)

* Singer : Shasank Sekhar (Ollywood Singer)

* Lyrics : Amit Badanayak (8895583382)

* Music Composition : Amit Badanayak

* Arrangement & Programming : Bapi Samal

* Record & Mixing : MRR Studio, Cuttack

* Mastering by : Shaktiswar Mohapatra

* Camera ,Edit & Poster - Biswo

* Banner : AB Music

* Special Thanks : Tanu, Simiya, Sajan & Sobhit

* Production : AB Music

* WhatsApp : 8895583382,7978601423

* Contact : 7978601423,8895583382

#abadhyamanisha
#newodiachristiansong
#abadhyamanishasong
#abadhyamanishachristiansong
#newodiachristiansongs
#shasanksekharnewchristiansong
#odiachristiansongs
#amitbadanayaksongs
#newodiachristiansongs2024
#amitbadanayakchristiansongs
#shasanksekharchristiansongs
#amitbadanayakchristiansongs2024
#odianewchristiansongs
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#shasanksekharnewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#humanesagarchristiansongs
#amitpanichristiansongs
#newodiajisusong

ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ସରଗର ଫୁଲ (Shasank Sekhar)
https://youtu.be/vp00zKD7gtY

ଦୁଷ୍ଟ ଆତ୍ମା (Shasank Sekhar)
https://youtu.be/DUczU2sm73c

ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
https://youtu.be/S8g7B1lTt4s

ମାଡ଼ି ଆସୁଛି (Humane Sagar)
https://youtu.be/0LeRaE8d6ls

ଜୀବନ ଦୀପ (Shasank Sekhar)
https://youtu.be/AlQ13CsLg0o

ଧନ୍ୟ ଧନ୍ୟ (Amit Pani)
https://youtu.be/R0retUypGNk

ଅଛି ଦିନେ ମରଣ (Humane Sagar)
https://youtu.be/SW_-MoWSJ6w

ବଡ଼ଦିନର ଅଭିନନ୍ଦନ ( Humane Sagar)
https://youtu.be/Eb-XzIsSSCI

ନରକ ଦଣ୍ଡ (Studio Version)
https://youtu.be/RFSNY09Gcv4

ସଙ୍ଗୀତର ସାତ ସୂରେ (Asima Panda)
https://youtu.be/JgCWaJw7tks

ଫେରିଆ ଫେରିଆ (Humane Sagar)
https://youtu.be/vBcM7j-YbVs

ନାଉରୀ (JYOTIRMAYEE NAYAK)
https://youtu.be/F1Y8f_zMAkw

ରେ ମନ (HUMANE SAGAR)
https://youtu.be/quUbDXftqRM

ସରଗ ରାଇଜ (SHASANK SEKHAR)
https://youtu.be/cG31wuPjv8Q

ଅଳପ ଆୟୁଷ (Ananya Sritam Nanda)
https://youtu.be/VFtEmGoaW70

ଆସିଛି ବଡ଼ଦିନ Asima Panda (Studio Version)
https://youtu.be/Ed8t7po9XSo

ମହାମାରୀରୁ ରକ୍ଷା କର (Asima Panda)
https://youtu.be/hh0qgElSS08

ପ୍ରଶଂସା ହେଉ ତୁମର (Amit Pani)
https://youtu.be/dgj1PiwBsiw

ଆରାଧ୍ୟ ଈଶ୍ୱର (Ira Mohanty)
https://youtu.be/mOQz13J5aTk

ଲହୁ ଭିଜା ଲଲାଟ (Studio Version)
https://youtu.be/P1HdiLMYIXM

ମୁଁ ଯେ ଅକିଞ୍ଚନ (Studio Version)
https://youtu.be/GDsKytYi-1s

ହେ ପ୍ରଭୁ (Full HD Video)
https://youtu.be/aClhYtRQOf8

ହେ କ୍ରୁଶଧାରୀ (Studio Version)
https://youtu.be/g_BiXypUW4c

କମ୍ପିଉଠେ ଏ ଧରା ଧାମ (Studio Version)
https://youtu.be/ooUFLhFmFr4

କେତେବେଳେ ଚାଲିଯିବ ଜୀବନ (Full Video)
https://youtu.be/2PC9FlBJKUE

କେତେ କାଳରେ ମନ (Studio Version)
https://youtu.be/A2TWgMABDiU

ସତର୍କ ଟିକେ ରୁହ (Studio Version)
https://youtu.be/OPjVQi4KCM8

ଶେଷ ଘଣ୍ଟି ( Full Video)
https://youtu.be/1UL2Vx33-ag

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
https://youtu.be/ZbQgJTrAjH8


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Category
Music Christian/Gospel Music Category C
Tags
abadhya manisha song, new odia christian songs, Amit badanayak christian songs

Post your comment

Comments

Be the first to comment